୪-୧୦-୨୦୨୧ (ସୋମବାର) ରାଶିଫଳ । Horoscope 4-10-2021 (Monday)

ଓଡ଼ିଆ  ରାଶିଫଳ

ଦୈନକ ରାଶିଫଳ(୪-୧୦-୨୦୨୧)



ମେଷ: ସ୍ବାସ୍ଥ୍ୟ ହାନୀ, ଦୁଃଖ, ସବକ୍ଷେତ୍ରରେ ବିଘ୍ନ, ପାଚନଜନିତ ରୋଗ, ଅନାବଶ୍ୟକ ଭ୍ରମଣ, ଅର୍ଥହାନୀ, ସମ୍ମାନହାନୀ, ଦାରିଦ୍ର୍ୟ, ପ୍ରେମରେ ଅସଫଳତା ଇତ୍ୟାଦିର ସମ୍ଭାବନା | ବୃଷ: ଭୟ, ଚନ୍ତା, ଅର୍ଥହାନୀ, ପାରବାରକ ଅଶାନ୍ତି, ରୋଗ, ସନ୍ଦେହ ଇତ୍ୟାଦିର ସମ୍ଭାବନା | କଳହ ଓ ମତଭେଦ ରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ ।

ମଥୁନ: ସଫଳତା ପ୍ରାପ୍ତ, ଅଥ ଲାଭ,ବନ୍ଧୁତାସ୍ଥାପନ, ଶତ୍ରୁ ଉପରେ ବିଜୟ, ବନ୍ଧୁଙ୍କଠାରୁ ଧନପ୍ରାପ୍ତି ଇତ୍ୟାଦିର ସମ୍ଭାବନା | ଏହି ଦିନ ଶିକ୍ଷା, ପରିକ୍ଷା ଓ ଭ୍ରମଣ ପାଇଁ ଶୁଭ ଅଟେ | କର୍କଟ: ଅର୍ଥହାନୀ, ବଘ୍ନ, କଳହ, ସମ୍ମାନନଷ୍ଟ, ଅନାବଶ୍ୟକ ବ୍ୟୟ, ଡିପ୍ରେଶନ୍ଇତ୍ୟାଦିର ସମ୍ଭାବନା |

ସିଂହ: ଉତ୍ତମ ସ୍ବାସ୍ଥ୍ୟ, ଅଥ ଓ ସମ୍ପତ୍ତ ଲାଭ, ଭାଗ୍ୟଦୟ, ସୁଖାଦ୍ୟ ପ୍ରାପ୍ତି, ବୈବାହିକ ଜୀବନରେ ଶାନ୍ତି, ବନ୍ଧୁମିଳନ, ମାନସିକ ଶାନ୍ତି, ସମ୍ମାନ ଲାଭ, ଶତ୍ରୁ ଉପରେ ବିଜୟ, ନୂତନ କାର୍ଯ୍ୟାରମ୍ଭ ଇତ୍ୟାଦିର ସମ୍ଭାବନା କନ୍ୟା: ନଭଶୀଳତା, ଆଳସ୍ୟ, ଇଷା, ହାନୀ, ବ୍ୟୟ, ଦୁର୍ଘଟଣା, ବନ୍ଧୁ ବାନ୍ଧବ ଙ୍କ ସହିତ ମନୋମାଳିନ୍ୟ, ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଇତ୍ୟାଦିର ସମ୍ଭାବନା |

ତୁଳା: ପ୍ରଭାବଶାଳୀ ବନ୍ଧୁମାନଙ୍କ ସହ ସମ୍ବନ୍ଧ, ସର୍ବସୁଖ ପ୍ରାପ୍ତି, ଅର୍ଥଲାଭ, ସମ୍ପତ୍ତିଲାଭ, ସ୍ବାସ୍ଥ୍ୟରେ ଉନ୍ନତି, ବିବାହ ଯୋଗ ଓ ସୁଖାଦ୍ୟପ୍ରାପ୍ତି ଇତ୍ୟାଦିର ସମ୍ଭାବନା | ବୃଶ୍ୟକ: ଲକ୍ଷ୍ୟପ୍ରାପ୍ତ, ସମ୍ମାନ ବୃଦ୍ଧ, ସଫଳତା, ସୁଖ, ପାରିବାରିକ ଶାନ୍ତି, କାର୍ଯ୍ୟକ୍ଷେତ୍ରରେ ସଫଳତା, ଉପହାର ପ୍ରାପ୍ତି, ଘରୋଇ ସୁଖସୁବିଧା ପ୍ରାପ୍ତି, ସମ୍ପତ୍ତି ବିକ୍ରୟରୁ ଲାଭ, ଲୋକସମ୍ପର୍କ, ସାମଜିକ ସମ୍ମାନ ପ୍ରାପ୍ତି ଇତ୍ୟାଦିର ସମ୍ଭାବନା |

ଧନୁ: ଦୋବଲ୍ୟ, ଅପ୍ରତ୍ୟାଶିତ ବ୍ୟୟ, ଅର୍ଥହାନୀ ଜନିତ ଭୟ, ମାନସିକ ଅଶାନ୍ତି, ଶୟନରେ ଅସୁବିଧା, କାର୍ଯ୍ୟକ୍ଷେତ୍ରରେ ସମସ୍ୟା, ଆଳସ୍ୟ, ସମ୍ମାନହାନୀ ଇତ୍ୟାଦିର ସମ୍ଭାବନା |

ମକର: ଶତ୍ରୁବୃଦ୍ଧ, ଅର୍ଥହାନୀ, ଭୟ, ସ୍ବାସ୍ଥ୍ୟରେ ଅବନ୍ନତି, କଳହ, ଚିନ୍ତା, କାର୍ଯ୍ୟକ୍ଷେତ୍ରରେ ସମସ୍ୟା, ଆର୍ଥିକ ସମସ୍ୟା ଇତ୍ୟାଦିର ସମ୍ଭାବନା |

କୁମ୍ଭ: ଅଥଲାଭ, ସୁଖାଦ୍ୟ ଓ ସୁବସ୍ତ୍ର ପ୍ରାପ୍ତ, ଓ ଯାନବାହାନ ପ୍ରାପ୍ତି, ଆନନ୍ଦଦାୟକ ଭ୍ରମଣ, ବିଘ୍ନନାଶ ଓ ସର୍ବକ୍ଷେତ୍ରରେ ସଫଳତା
ଇତ୍ୟାଦିର ସମ୍ଭାବନା |

ମୀନ: ଅର୍ଥଲାଭ, ଶତ୍ରୁ ଉପରେ ବିଜୟ, ଉତ୍ତମ ସ୍ୱାସ୍ଥ୍ୟ, ପାରିବାରିକ ଶାନ୍ତି, ସୁସଙ୍ଗ ପ୍ରାପ୍ତି, ମାନସିକ ଶାନ୍ତି ଇତ୍ୟାଦିର ସମ୍ଭାବନା |

Comments

Popular posts from this blog

INSTAUP APP V11.8 Download କରନ୍ତୁ ଏବଂ Instgram 2021 ରେ real Followers ବଡ଼ାନ୍ତୁ ।

30 दिन में वजन बढ़ाने के लिए 7 प्रमुख टिप्स

ଅଙ୍ଗୁଳି ଦେଖି ସ୍ଵଭାବ ଜାଣନ୍ତୁ