ଦୈନକ ରାଶଫଳ(୫-୧୦-୨୦୨୧) Daily Horoscope (5-10-2021)


ଦୈନକ ରାଶଫଳ

(୫-୧୦-୨୦୨୧) (ମଙ୍ଗଳବାର)




ମେଷ:

 ଅଥଲାଭ, ଶତ୍ରୁ ଉପରେ ବିଜୟ, ଉତ୍ତମ ସ୍ବାସ୍ଥ୍ୟ, ପାରିବାରିକ ଶାନ୍ତି, ସୁସଙ୍ଗ ପ୍ରାପ୍ତି, ମାନସିକ ଶାନ୍ତି ଇତ୍ୟାଦିର ସମ୍ଭାବନା | 


ବୃଷ:

ସ୍ବାସ୍ଥ୍ୟ ହାନୀ, ଦୁଃଖ, ସବକ୍ଷେତ୍ରରେ ବିଘ୍ନ, ପାଚନଜନିତ ରୋଗ, ଅନାବଶ୍ୟକ ଭ୍ରମଣ, ଅର୍ଥହାନୀ, ସମ୍ମାନହାନୀ, ଦାରିଦ୍ର୍ୟ, ପ୍ରେମରେ ଅସଫଳତା ଇତ୍ୟାଦିର ସମ୍ଭାବନା | 


ମଥୁନ:

ଭୟ, ଚନ୍ଧା, ଅଥହାନୀ, ପାରିବାରକ ଅଶାନ୍ତି, ରୋଗ, ସନ୍ଦେହ ଇତ୍ୟାଦିର ସମ୍ଭାବନା | କଳହ ଓ ମତଭେଦ ରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ | 


କର୍କଟ:

 ସଫଳତା ପ୍ରାପ୍ତ, ଅଥ ଲାଭ, ବନ୍ଧୁତାସ୍ଥାପନ, ଶତ୍ରୁ ଉପରେ ବିଜୟ, ବନ୍ଧୁଙ୍କଠାରୁ ଧନପ୍ରାପ୍ତି ଇତ୍ୟାଦିର ସମ୍ଭାବନା | ଏହି ଦିନ ଶିକ୍ଷା, ପରିକ୍ଷା ଓ ଭ୍ରମଣ ପାଇଁ ଶୁଭ ଅଟେ |


 ସିଂହ:

 ଅର୍ଥହାନୀ, ବଘ୍ନ, କଳହ, ସମ୍ମାନ ନଷ୍ଟ, ଅନାବଶ୍ୟକ ବ୍ୟୟ, ଡିପ୍ରେଶନ୍ ଇତ୍ୟାଦିର ସମ୍ଭାବନା |


କନ୍ୟା:

 ଉତ୍ତମ ସ୍ବାସ୍ଥ୍ୟ, ଅଥ ଓ ସମ୍ପତ୍ତ ଲାଭ, ଭାଗ୍ୟଦୟ, ସୁଖାଦ୍ୟ ପ୍ରାପ୍ତି, ବୈବାହିକ ଜୀବନରେ ଶାନ୍ତି, ବନ୍ଧୁମିଳନ, ମାନସିକ ଶାନ୍ତି, ସମ୍ମାନ ଲାଭ, ଶତ୍ରୁ ଉପରେ ବିଜୟ, ନୂତନ କାର୍ଯ୍ୟାରମ୍ଭ ଇତ୍ୟାଦିର ସମ୍ଭାବନା | 


ତୁଳା:

 ନଭଶୀଳତା, ଆଳସ୍ୟ, ଇଷା, ହାନୀ, ବ୍ୟୟ, ଦୁର୍ଘଟଣା, ବନ୍ଧୁ ବାନ୍ଧବ ଙ୍କ ସହିତ ମନୋମାଳିନ୍ୟ, ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଇତ୍ୟାଦିର ସମ୍ଭାବନା | 


ବୃଶୃକ:

 ପ୍ରଭାବଶାଳୀ ବନ୍ଧୁମାନଙ୍କ ସହ ସମ୍ବନ୍ଧ, ସର୍ବସୁଖ ପ୍ରାପ୍ତି, ଅର୍ଥଲାଭ, ସମ୍ପତ୍ତିଲାଭ, ସ୍ବାସ୍ଥ୍ୟରେ ଉନ୍ନତି, ବିବାହ ଯୋଗ ଓ ସୁଖାଦ୍ୟ ପ୍ରାପ୍ତି ଇତ୍ୟାଦିର ସମ୍ଭାବନା


ଧନୁ:

 ଲକ୍ଷ୍ୟପ୍ରାପ୍ତ, ସମ୍ମାନ ବୃଦ୍ଧ, ସଫଳତା,ସୁଖ, ପାରିବାରିକ ଶାନ୍ତି, କାର୍ଯ୍ୟକ୍ଷେତ୍ରରେସଫଳତା, ଉପହାର ପ୍ରାପ୍ତି, ଘରୋଇ ସୁଖସୁବିଧା ପ୍ରାପ୍ତି, ସମ୍ପତ୍ତି ବିକ୍ରୟରୁ ଲାଭ, ଲୋକସମ୍ପର୍କ, ସାମଜିକ ସମ୍ମାନ ପ୍ରାପ୍ତି ଇତ୍ୟାଦିର ସମ୍ଭାବନା | 


ମକର:

 ଦୌବଲ୍ୟ, ଅପ୍ରତ୍ୟାଶିତ ବ୍ୟୟ, ଅର୍ଥହାନୀ ଜନିତ ଭୟ, ମାନସିକ ଅଶାନ୍ତି, ଶୟନରେ ଅସୁବିଧା, କାର୍ଯ୍ୟକ୍ଷେତ୍ରରେ ସମସ୍ୟା, ଆଳସ୍ୟ, ସମ୍ମାନହାନୀ ଇତ୍ୟାଦି ର ସମ୍ଭାବନା |


କୁମ୍ଭ:

 ଶତ୍ରୁବୃଦ୍ଧ, ଅଥହାନୀ, ଭୟ, ସ୍ବାସ୍ଥ୍ୟରେ ଅବନ୍ନତି, କଳହ, ଚିନ୍ତା, କାର୍ଯ୍ୟକ୍ଷେତ୍ରରେ ସମସ୍ୟା, ଆର୍ଥିକ ସମସ୍ୟା ଇତ୍ୟାଦିର ସମ୍ଭାବନା |


ମୀନ:

 ଅଥଲାଭ, ସୁଖାଦ୍ୟ ଓ ସୁବ ପ୍ରାପ୍ତ, ଯାନବାହାନ ପ୍ରାପ୍ତି, ଆନନ୍ଦଦାୟକ ଭ୍ରମଣ, ବିଘ୍ନନାଶ ଓ ସର୍ବକ୍ଷେତ୍ରରେ ସଫଳତା ଇତ୍ୟାଦିର ସମ୍ଭାବନା |

Comments

Popular posts from this blog

INSTAUP APP V11.8 Download କରନ୍ତୁ ଏବଂ Instgram 2021 ରେ real Followers ବଡ଼ାନ୍ତୁ ।

30 दिन में वजन बढ़ाने के लिए 7 प्रमुख टिप्स

ଅଙ୍ଗୁଳି ଦେଖି ସ୍ଵଭାବ ଜାଣନ୍ତୁ