ଦୈନକ ରାଶଫଳ (୮-୧୦-୨୦୨୧)
ଦୈନକ ରାଶଫଳ
(୮-୧୦-୨୦୨୧)
ମେଷ:
ଅଥଲାଭ, ସୁଖାଦ୍ୟ ଓ ସୁବ ପ୍ରାପ୍ତ,ଯାନବାହାନ ପ୍ରାପ୍ତି, ଆନନ୍ଦଦାୟକ ଭ୍ରମଣ, ବିଘ୍ନନାଶ ଓ ସର୍ବକ୍ଷେତ୍ରରେ ସଫଳତା ଇତ୍ୟାଦିର ସମ୍ଭାବନା |
ବୃଷ:
ଅଥଲାଭ, ଶତ୍ରୁ ଉପରେ ବିଜୟ, ଉତ୍ତମସ୍ବାସ୍ଥ୍ୟ, ପାରିବାରିକ ଶାନ୍ତି, ସୁସଙ୍ଗ ପ୍ରାପ୍ତି,ମାନସିକ ଶାନ୍ତି ଇତ୍ୟାଦିର ସମ୍ଭାବନା |
ମଥୁନ:
ସ୍ବାସ୍ଥ୍ୟ ହାନୀ, ଦୁଃଖ, ସବକ୍ଷେତ୍ରରେ ବିଘ୍ନ, ପାଚନଜନିତ ରୋଗ, ଅନାବଶ୍ୟକ ଭ୍ରମଣ, ଅର୍ଥହାନୀ, ସମ୍ମାନହାନୀ, ଦାରିଦ୍ର୍ୟ, ପ୍ରେମରେ ଅସଫଳତା ଇତ୍ୟାଦିର ସମ୍ଭାବନା |
କର୍କଟ:
ଭୟ, ଚନ୍ମା, ଅର୍ଥହାନୀ, ପାରିବାରକ ଅଶାନ୍ତି, ରୋଗ, ସନ୍ଦେହ ଇତ୍ୟାଦିର ସମ୍ଭାବନା | କଳହ ଓ ମତଭେଦ ରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ |
ସିଂହ:
ସଫଳତା ପ୍ରାପ୍ତ, ଅଥ ଲାଭ, ବନ୍ଧୁତାସ୍ଥାପନ, ଶତ୍ରୁ ଉପରେ ବିଜୟ,ବନ୍ଧୁଙ୍କଠାରୁ ଧନପ୍ରାପ୍ତି ଇତ୍ୟାଦିର ସମ୍ଭାବନା |ଏହି ଦିନ ଶିକ୍ଷା, ପରିକ୍ଷା ଓ ଭ୍ରମଣ ପାଇଁ ଶୁଭ ଅଟେ |
କନ୍ୟା:
ଅଥହାନୀ, ବଘ୍ନ, କଳହ, ସମ୍ମାନ ନଷ୍ଟ, ଅନାବଶ୍ୟକ ବ୍ୟୟ, ଡିପ୍ରେଶନ୍ଇତ୍ୟାଦିର ସମ୍ଭାବନା |
ତୁଳା:
ଉତ୍ତମ ସ୍ବାସ୍ଥ୍ୟ, ଅଥ ଓ ସମ୍ପତ୍ତ ଲାଭ, ଭାଗ୍ୟଦୟ, ସୁଖାଦ୍ୟ ପ୍ରାପ୍ତି, ବୈବାହିକ ଜୀବନରେ ଶାନ୍ତି, ବନ୍ଧୁମିଳନ, ମାନସିକ ଶାନ୍ତି, ସମ୍ମାନ ଲାଭ, ଶତ୍ରୁ ଉପରେ ବିଜୟ, ନୂତନ କାର୍ଯ୍ୟାରମ୍ଭ ଇତ୍ୟାଦିର ସମ୍ଭାବନା |
ବୃଶ୍ୟକ:
ନଭଶୀଳତା, ଆଳସ୍ୟ, ଇଷା, ହାନୀ, ବ୍ୟୟ, ଦୁର୍ଘଟଣା, ବନ୍ଧୁ ବାନ୍ଧବ ଙ୍କ ସହିତ ମନୋମାଳିନ୍ୟ, ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଇତ୍ୟାଦିର ସମ୍ଭାବନା |
ଧନୁ:
ପ୍ରଭାବଶାଳୀ ବନ୍ଧୁମାନଙ୍କ ସହ ସମ୍ବନ୍ଧ, ସର୍ବସୁଖ ପ୍ରାପ୍ତି, ଅର୍ଥଲାଭ, ସମ୍ପତ୍ତିଲାଭ, ସ୍ବାସ୍ଥ୍ୟରେ ଉନ୍ନତି, ବିବାହ ଯୋଗ ଓ ସୁଖାଦ୍ୟ ପ୍ରାପ୍ତି ଇତ୍ୟାଦିର ସମ୍ଭାବନା |
ମକର:
ଲକ୍ଷ୍ୟପ୍ରାପ୍ତ, ସମ୍ମାନ ବୃଦ୍ଧ, ସଫଳତା, ସୁଖ, ପାରିବାରିକ ଶାନ୍ତି, କାର୍ଯ୍ୟକ୍ଷେତ୍ରରେ ସଫଳତା, ଉପହାର ପ୍ରାପ୍ତି, ଘରୋଇ ସୁଖସୁବିଧା ପ୍ରାପ୍ତି, ସମ୍ପତ୍ତି ବିକ୍ରୟରୁ ଲାଭ, ଲୋକସମ୍ପର୍କ, ସାମଜିକ ସମ୍ମାନ ପ୍ରାପ୍ତି ଇତ୍ୟାଦିର ସମ୍ଭାବନା |
କୁମ୍ଭ:
ଦୋବଲ୍ୟ, ଅପ୍ରତ୍ୟାଶିତ ବ୍ୟୟ, ଅର୍ଥହାନୀ ଜନିତ ଭୟ, ମାନସିକ ଅଶାନ୍ତି, ଶୟନରେ ଅସୁବିଧା, କାର୍ଯ୍ୟକ୍ଷେତ୍ରରେ ସମସ୍ୟା, ଆଳସ୍ୟ, ସମ୍ମାନହାନୀ ଇତ୍ୟାଦିର ସମ୍ଭାବନା |
ମୀନ:
ଶତ୍ରୁବୃଦ୍ଧ, ଅଥହାନୀ, ଭୟ, ସ୍ବାସ୍ଥ୍ୟରେ ଅବନ୍ନତି, କଳହ, ଚିନ୍ଧା, କାର୍ଯ୍ୟକ୍ଷେତ୍ରରେ ସମସ୍ୟା, ଆର୍ଥିକ ସମସ୍ୟା ଇତ୍ୟାଦିର ସମ୍ଭାବନା |
Comments
Post a Comment